or_tn/rom/13/01.md

1.4 KiB

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ସେମାନେ କିପରି ସେମାନଙ୍କ ଶାସକମାନଙ୍କର ଅଧୀନରେ ରହିବା ଦରକାର।

Let every soul be obedient to

ଏଠାରେ “ଆତ୍ମା” ସମ୍ପୂର୍ଣ୍ଣ ବ୍ୟକ୍ତିର ଏକ ସୂଚନାତ୍ମକ ବାକ୍ୟାଂଶ ଅଟେ I “ସମସ୍ତ ଖ୍ରୀଷ୍ଟିୟାନ ମାନିବା ଦରକାର” ବା “ସମସ୍ତେ ମାନିବା ଦରକାର”(ଦେଖା:rc://*/ta/man/translate/figs-synecdoche)

higher authorities

ସରକାରୀ ଅଧିକାରୀ

for

କାରଣ

there is no authority unless it comes from God

ସମସ୍ତ ଅଧିକାର ଈଶ୍ବରଙ୍କ ଠାରୁ ଆସିଥାଏ

The authorities that exist have been appointed by God

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ଯେଉଁ ଲୋକମାନେ ଅଧିକାରୀ ହୋଇଅଛନ୍ତି, ଈଶ୍ବର ସେମାନଙ୍କୁ ସେଠାରେ ରଖିଅଛନ୍ତି” (ଦେଖା:rc://*/ta/man/translate/figs-activepassive)