or_tn/rom/13/01.md

24 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ସେମାନେ କିପରି ସେମାନଙ୍କ ଶାସକମାନଙ୍କର ଅଧୀନରେ ରହିବା ଦରକାର।
# Let every soul be obedient to
ଏଠାରେ “ଆତ୍ମା” ସମ୍ପୂର୍ଣ୍ଣ ବ୍ୟକ୍ତିର ଏକ ସୂଚନାତ୍ମକ ବାକ୍ୟାଂଶ ଅଟେ I “ସମସ୍ତ ଖ୍ରୀଷ୍ଟିୟାନ ମାନିବା ଦରକାର” ବା “ସମସ୍ତେ ମାନିବା ଦରକାର”(ଦେଖା:[[rc://*/ta/man/translate/figs-synecdoche]])
# higher authorities
ସରକାରୀ ଅଧିକାରୀ
# for
କାରଣ
# there is no authority unless it comes from God
ସମସ୍ତ ଅଧିକାର ଈଶ୍ବରଙ୍କ ଠାରୁ ଆସିଥାଏ
# The authorities that exist have been appointed by God
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ଯେଉଁ ଲୋକମାନେ ଅଧିକାରୀ ହୋଇଅଛନ୍ତି, ଈଶ୍ବର ସେମାନଙ୍କୁ ସେଠାରେ ରଖିଅଛନ୍ତି” (ଦେଖା:[[rc://*/ta/man/translate/figs-activepassive]])