# Connecting Statement: ପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ସେମାନେ କିପରି ସେମାନଙ୍କ ଶାସକମାନଙ୍କର ଅଧୀନରେ ରହିବା ଦରକାର। # Let every soul be obedient to ଏଠାରେ “ଆତ୍ମା” ସମ୍ପୂର୍ଣ୍ଣ ବ୍ୟକ୍ତିର ଏକ ସୂଚନାତ୍ମକ ବାକ୍ୟାଂଶ ଅଟେ I “ସମସ୍ତ ଖ୍ରୀଷ୍ଟିୟାନ ମାନିବା ଦରକାର” ବା “ସମସ୍ତେ ମାନିବା ଦରକାର”(ଦେଖା:[[rc://*/ta/man/translate/figs-synecdoche]]) # higher authorities ସରକାରୀ ଅଧିକାରୀ # for କାରଣ # there is no authority unless it comes from God ସମସ୍ତ ଅଧିକାର ଈଶ୍ବରଙ୍କ ଠାରୁ ଆସିଥାଏ # The authorities that exist have been appointed by God ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ଯେଉଁ ଲୋକମାନେ ଅଧିକାରୀ ହୋଇଅଛନ୍ତି, ଈଶ୍ବର ସେମାନଙ୍କୁ ସେଠାରେ ରଖିଅଛନ୍ତି” (ଦେଖା:[[rc://*/ta/man/translate/figs-activepassive]])