or_tn/rom/11/08.md

1.2 KiB

God has given them a spirit of dullness, eyes so that they should not see, and ears so that they should not hear

ଲୋକମାନେ ଅଧ୍ୟାତ୍ମିକଭାବରେ ଦୁର୍ବଳ ବୋଲି କହିବା ବିଷୟରେ ଏହା ଗୋଟିଏ ରୂପକ ଅଟେ I ସେମାନେ ଅଧ୍ୟାତ୍ମିକ ସତ୍ୟକୁ ଶୁଣିବା ଓ ପ୍ରାପ୍ତ କରିବାକୁ ସକ୍ଷମ ନୁହନ୍ତିI (ଦେଖ:rc://*/ta/man/translate/figs-metaphor)

spirit of dullness

ଏଠାରେ ଏହାର ଅର୍ଥ ହେଉଛି, “ଏହି ପ୍ରକାର ଲକ୍ଷଣ ବିଶିଷ୍ଟ,” ଯେପରି “ଜ୍ଞାନର ଆତ୍ମା I”

eyes so that they should not see

ଗୋଟିଏ ଆଖିରେ ଦେଖିବାର ଧାରଣାକୁ ବୁଦ୍ଧି ଲାଭ କରିବା ସହିତ ସମାନ ବୋଲି ଧରି ନିଆଯାଏ I

ears so that they should not hear

ଗୋଟିଏ କାନରେ ଶୁଣିବାର ଧାରଣାକୁ ଆଜ୍ଞାକାରିତା ସହ ସମାନ ବୋଲି ଧରି ନିଆଯାଏ I