# God has given them a spirit of dullness, eyes so that they should not see, and ears so that they should not hear ଲୋକମାନେ ଅଧ୍ୟାତ୍ମିକଭାବରେ ଦୁର୍ବଳ ବୋଲି କହିବା ବିଷୟରେ ଏହା ଗୋଟିଏ ରୂପକ ଅଟେ I ସେମାନେ ଅଧ୍ୟାତ୍ମିକ ସତ୍ୟକୁ ଶୁଣିବା ଓ ପ୍ରାପ୍ତ କରିବାକୁ ସକ୍ଷମ ନୁହନ୍ତିI (ଦେଖ:[[rc://*/ta/man/translate/figs-metaphor]]) # spirit of dullness ଏଠାରେ ଏହାର ଅର୍ଥ ହେଉଛି, “ଏହି ପ୍ରକାର ଲକ୍ଷଣ ବିଶିଷ୍ଟ,” ଯେପରି “ଜ୍ଞାନର ଆତ୍ମା I” # eyes so that they should not see ଗୋଟିଏ ଆଖିରେ ଦେଖିବାର ଧାରଣାକୁ ବୁଦ୍ଧି ଲାଭ କରିବା ସହିତ ସମାନ ବୋଲି ଧରି ନିଆଯାଏ I # ears so that they should not hear ଗୋଟିଏ କାନରେ ଶୁଣିବାର ଧାରଣାକୁ ଆଜ୍ଞାକାରିତା ସହ ସମାନ ବୋଲି ଧରି ନିଆଯାଏ I