or_tn/rom/11/08.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# God has given them a spirit of dullness, eyes so that they should not see, and ears so that they should not hear
ଲୋକମାନେ ଅଧ୍ୟାତ୍ମିକଭାବରେ ଦୁର୍ବଳ ବୋଲି କହିବା ବିଷୟରେ ଏହା ଗୋଟିଏ ରୂପକ ଅଟେ I ସେମାନେ ଅଧ୍ୟାତ୍ମିକ ସତ୍ୟକୁ ଶୁଣିବା ଓ ପ୍ରାପ୍ତ କରିବାକୁ ସକ୍ଷମ ନୁହନ୍ତିI (ଦେଖ:[[rc://*/ta/man/translate/figs-metaphor]])
# spirit of dullness
ଏଠାରେ ଏହାର ଅର୍ଥ ହେଉଛି, “ଏହି ପ୍ରକାର ଲକ୍ଷଣ ବିଶିଷ୍ଟ,” ଯେପରି “ଜ୍ଞାନର ଆତ୍ମା I”
# eyes so that they should not see
ଗୋଟିଏ ଆଖିରେ ଦେଖିବାର ଧାରଣାକୁ ବୁଦ୍ଧି ଲାଭ କରିବା ସହିତ ସମାନ ବୋଲି ଧରି ନିଆଯାଏ I
# ears so that they should not hear
ଗୋଟିଏ କାନରେ ଶୁଣିବାର ଧାରଣାକୁ ଆଜ୍ଞାକାରିତା ସହ ସମାନ ବୋଲି ଧରି ନିଆଯାଏ I