or_tn/rom/08/30.md

1.2 KiB

Those whom he predestined

ଯେଉଁମାନଙ୍କ ନିମନ୍ତେ ଈଶ୍ବର ପୂର୍ବରୁ ଯୋଜନା କରିଥିଲେ

these he also justified

ଏଠାରେ “ଧାର୍ମିକ ଗଣିତ ହେଲେ”କୁ ଜୋର୍ ଦେଇ କହିବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ମଧ୍ୟ ସେ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି” (ଦେଖ:rc://*/ta/man/translate/figs-explicit)

these he also glorified

“ମହିମାନ୍ବିତ ହେଲେ” ଶବ୍ଦକୁ ଜୋର୍ ଦେବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ସେ ନିଜେ ତାହାଙ୍କ ସହିତ ମହିମାନ୍ବିତ କରିଅଛନ୍ତି” (ଦେଖ:rc://*/ta/man/translate/figs-explicit)