# Those whom he predestined ଯେଉଁମାନଙ୍କ ନିମନ୍ତେ ଈଶ୍ବର ପୂର୍ବରୁ ଯୋଜନା କରିଥିଲେ # these he also justified ଏଠାରେ “ଧାର୍ମିକ ଗଣିତ ହେଲେ”କୁ ଜୋର୍ ଦେଇ କହିବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ମଧ୍ୟ ସେ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି” (ଦେଖ:[[rc://*/ta/man/translate/figs-explicit]]) # these he also glorified “ମହିମାନ୍ବିତ ହେଲେ” ଶବ୍ଦକୁ ଜୋର୍ ଦେବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ସେ ନିଜେ ତାହାଙ୍କ ସହିତ ମହିମାନ୍ବିତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-explicit]])