or_tn/rom/08/30.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Those whom he predestined
ଯେଉଁମାନଙ୍କ ନିମନ୍ତେ ଈଶ୍ବର ପୂର୍ବରୁ ଯୋଜନା କରିଥିଲେ
# these he also justified
ଏଠାରେ “ଧାର୍ମିକ ଗଣିତ ହେଲେ”କୁ ଜୋର୍ ଦେଇ କହିବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ମଧ୍ୟ ସେ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି” (ଦେଖ:[[rc://*/ta/man/translate/figs-explicit]])
# these he also glorified
“ମହିମାନ୍ବିତ ହେଲେ” ଶବ୍ଦକୁ ଜୋର୍ ଦେବାପାଇଁ ଅତୀତ କାଳରେ କୁହାଯାଇଛି ଯେ ଏହା ନିଶ୍ଚିତ ରୂପରେ ଘଟିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ସେ ନିଜେ ତାହାଙ୍କ ସହିତ ମହିମାନ୍ବିତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-explicit]])