or_tn/rom/08/09.md

1.1 KiB

in the flesh

ତୁମ୍ଭମାନଙ୍କର ପାପରୂପ ସ୍ବଭାବ ଅନୁସାରେ କର୍ମ କରୁଅଛ I ଦେଖ ରୋମୀୟ ୮:୫ ରେ କିପରି “ଶରୀର” ର ଅନୁବାଦ ହୋଇଛି I

in the Spirit

ପବିତ୍ର ଆତ୍ମାଙ୍କ ଅନୁସାରେ କର୍ମ କରୁଅଛ

Spirit ... God's Spirit ... Spirit of Christ

ଏହି ସମସ୍ତ ପବିତ୍ରା ଆତ୍ମାଙ୍କୁ ଦର୍ଶାଏ I

if it is true that

ଏହି ବାକ୍ୟାଂଶର ଅର୍ଥ ଏହା ନୁହେଁ ଯ ପାଉଲ ସେମାନଙ୍କ ମଧ୍ୟରୁ କେତେକଙ୍କ ନିକଟରେ ଈଶ୍ବରଙ୍କ ଆତ୍ମା ନାହିଁ ବୋଲି ସନ୍ଦେହ କରନ୍ତି I ପାଉଲ ଚାହାଁନ୍ତି ଯେ ସେମାନେ ଅନୁଭବ କରନ୍ତୁ ସେମାନଙ୍କ ପାଖରେ ଈଶ୍ବରଙ୍କ ଆତ୍ମା ଅଛି I ଅନ୍ୟ ଏକ ଅନୁବାଦରେ: “ଯେହେତୁ” ବା “କାରଣ”