or_tn/rom/08/09.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# in the flesh
ତୁମ୍ଭମାନଙ୍କର ପାପରୂପ ସ୍ବଭାବ ଅନୁସାରେ କର୍ମ କରୁଅଛ I ଦେଖ [ରୋମୀୟ ୮:୫](II/୦୮/୫Imd) ରେ କିପରି “ଶରୀର” ର ଅନୁବାଦ ହୋଇଛି I
# in the Spirit
ପବିତ୍ର ଆତ୍ମାଙ୍କ ଅନୁସାରେ କର୍ମ କରୁଅଛ
# Spirit ... God's Spirit ... Spirit of Christ
ଏହି ସମସ୍ତ ପବିତ୍ରା ଆତ୍ମାଙ୍କୁ ଦର୍ଶାଏ I
# if it is true that
ଏହି ବାକ୍ୟାଂଶର ଅର୍ଥ ଏହା ନୁହେଁ ଯ ପାଉଲ ସେମାନଙ୍କ ମଧ୍ୟରୁ କେତେକଙ୍କ ନିକଟରେ ଈଶ୍ବରଙ୍କ ଆତ୍ମା ନାହିଁ ବୋଲି ସନ୍ଦେହ କରନ୍ତି I ପାଉଲ ଚାହାଁନ୍ତି ଯେ ସେମାନେ ଅନୁଭବ କରନ୍ତୁ ସେମାନଙ୍କ ପାଖରେ ଈଶ୍ବରଙ୍କ ଆତ୍ମା ଅଛି I ଅନ୍ୟ ଏକ ଅନୁବାଦରେ: “ଯେହେତୁ” ବା “କାରଣ”