# in the flesh ତୁମ୍ଭମାନଙ୍କର ପାପରୂପ ସ୍ବଭାବ ଅନୁସାରେ କର୍ମ କରୁଅଛ I ଦେଖ [ରୋମୀୟ ୮:୫](II/୦୮/୦୫Imd) ରେ କିପରି “ଶରୀର” ର ଅନୁବାଦ ହୋଇଛି I # in the Spirit ପବିତ୍ର ଆତ୍ମାଙ୍କ ଅନୁସାରେ କର୍ମ କରୁଅଛ # Spirit ... God's Spirit ... Spirit of Christ ଏହି ସମସ୍ତ ପବିତ୍ରା ଆତ୍ମାଙ୍କୁ ଦର୍ଶାଏ I # if it is true that ଏହି ବାକ୍ୟାଂଶର ଅର୍ଥ ଏହା ନୁହେଁ ଯ ପାଉଲ ସେମାନଙ୍କ ମଧ୍ୟରୁ କେତେକଙ୍କ ନିକଟରେ ଈଶ୍ବରଙ୍କ ଆତ୍ମା ନାହିଁ ବୋଲି ସନ୍ଦେହ କରନ୍ତି I ପାଉଲ ଚାହାଁନ୍ତି ଯେ ସେମାନେ ଅନୁଭବ କରନ୍ତୁ ସେମାନଙ୍କ ପାଖରେ ଈଶ୍ବରଙ୍କ ଆତ୍ମା ଅଛି I ଅନ୍ୟ ଏକ ଅନୁବାଦରେ: “ଯେହେତୁ” ବା “କାରଣ”