or_tn/rom/07/24.md

1.1 KiB

Who will deliver me from this body of death?

ବଡ ଆବେଗକୁ ବ୍ୟକ୍ତ କରିବାପାଇଁ ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଯଦି ତୁମ୍ଭମାନଙ୍କ ଭାଷାରେ ବିସ୍ମୟ ଅଭିବ୍ୟକ୍ତି କିମ୍ବା ଏକ ପ୍ରଶ୍ନ ମାଧ୍ୟମରେ ବଡ ଆବେଗକୁ ଦେଖାଇବାପାଇଁ ଏକ ପ୍ରଣାଳୀ ଅଛି, ତେବେ ଏଠାରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଚାହୁଁଛି କେହି ମୋତେ ମୋର ଶରୀରର ଇଚ୍ଛାଗୁଡିକୁ ନିୟନ୍ତ୍ରଣରୁ ମୁକ୍ତ କରିଦେଉ!” (ଦେଖ:rc://*/ta/man/translate/figs-rquestion)

deliver me

ମୋତେ ଉଦ୍ଧାର କର

this body of death

ଏହା ଏକ ରୂପକ ଅଟେ ଯାହାର ଅର୍ଥ ଏକ ଶରୀର ଯାହା ଶାରୀରିକ ମୃତ୍ୟୁର ଅନୁଭବ କରିବ I (ଦେଖ:rc://*/ta/man/translate/figs-metaphor)