or_tn/rom/07/24.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Who will deliver me from this body of death?
ବଡ ଆବେଗକୁ ବ୍ୟକ୍ତ କରିବାପାଇଁ ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଯଦି ତୁମ୍ଭମାନଙ୍କ ଭାଷାରେ ବିସ୍ମୟ ଅଭିବ୍ୟକ୍ତି କିମ୍ବା ଏକ ପ୍ରଶ୍ନ ମାଧ୍ୟମରେ ବଡ ଆବେଗକୁ ଦେଖାଇବାପାଇଁ ଏକ ପ୍ରଣାଳୀ ଅଛି, ତେବେ ଏଠାରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଚାହୁଁଛି କେହି ମୋତେ ମୋର ଶରୀରର ଇଚ୍ଛାଗୁଡିକୁ ନିୟନ୍ତ୍ରଣରୁ ମୁକ୍ତ କରିଦେଉ!” (ଦେଖ:[[rc://*/ta/man/translate/figs-rquestion]])
# deliver me
ମୋତେ ଉଦ୍ଧାର କର
# this body of death
ଏହା ଏକ ରୂପକ ଅଟେ ଯାହାର ଅର୍ଥ ଏକ ଶରୀର ଯାହା ଶାରୀରିକ ମୃତ୍ୟୁର ଅନୁଭବ କରିବ I (ଦେଖ:[[rc://*/ta/man/translate/figs-metaphor]])