# Who will deliver me from this body of death? ବଡ ଆବେଗକୁ ବ୍ୟକ୍ତ କରିବାପାଇଁ ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଯଦି ତୁମ୍ଭମାନଙ୍କ ଭାଷାରେ ବିସ୍ମୟ ଅଭିବ୍ୟକ୍ତି କିମ୍ବା ଏକ ପ୍ରଶ୍ନ ମାଧ୍ୟମରେ ବଡ ଆବେଗକୁ ଦେଖାଇବାପାଇଁ ଏକ ପ୍ରଣାଳୀ ଅଛି, ତେବେ ଏଠାରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଚାହୁଁଛି କେହି ମୋତେ ମୋର ଶରୀରର ଇଚ୍ଛାଗୁଡିକୁ ନିୟନ୍ତ୍ରଣରୁ ମୁକ୍ତ କରିଦେଉ!” (ଦେଖ:[[rc://*/ta/man/translate/figs-rquestion]]) # deliver me ମୋତେ ଉଦ୍ଧାର କର # this body of death ଏହା ଏକ ରୂପକ ଅଟେ ଯାହାର ଅର୍ଥ ଏକ ଶରୀର ଯାହା ଶାରୀରିକ ମୃତ୍ୟୁର ଅନୁଭବ କରିବ I (ଦେଖ:[[rc://*/ta/man/translate/figs-metaphor]])