or_tn/rom/06/11.md

1.4 KiB

In the same way, you also must consider

ଏହି କାରଣ ପାଇଁ ଚିନ୍ତା କର

consider yourselves

ତୁମ୍ଭେମାନେ ନିଜ ବିଷୟରେ ଭାବିଦେଖ ବା “ତୁମ୍ଭେମାନେ ନିଜ ନିଜକୁ ଦେଖ”

dead to sin

ଯେପରି କେହି ଶବକୁ କିଛି କରିବା ପାଇଁ ଜବରଦସ୍ତ କରି ପାରିନ୍ତି ନାହିଁ, ସେହିପରି ପାପର କୌଣସି ଶକ୍ତି ନାହିଁ, ଯାହା ଈଶ୍ବରଙ୍କୁ ଅପମାନ କରିବI ପାଇଁ ବିଶ୍ଵାସୀମାନଙ୍କୁ ଜବରଦସ୍ତ କରିବ I ଅନ୍ୟ ଏକ ଅନୁବାଦରେ: “ସତେ ଯେପରି ତୁମ୍ଭେମାନେ ପାପର ଶକ୍ତି ପ୍ରତି ମରି ଯାଇଥିଲ” (ଦେଖ:rc://*/ta/man/translate/figs-metaphor)

dead to sin, but alive to God

ପାପର ଶକ୍ତି ପ୍ରତି ମୃତ, କିନ୍ତୁ ଈଶ୍ବରଙ୍କ ସମ୍ମାନ କରିବା ପାଇଁ ଜୀବିତ

alive to God in Christ Jesus

ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁଦେଇଥିବା ଶକ୍ତି ମାଧ୍ୟମରେ ଈଶ୍ବରଙ୍କ ସମ୍ମାନ କରିବାକୁ ଜୀବିତ ରହିବା