or_tn/rom/06/11.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# In the same way, you also must consider
ଏହି କାରଣ ପାଇଁ ଚିନ୍ତା କର
# consider yourselves
ତୁମ୍ଭେମାନେ ନିଜ ବିଷୟରେ ଭାବିଦେଖ ବା “ତୁମ୍ଭେମାନେ ନିଜ ନିଜକୁ ଦେଖ”
# dead to sin
ଯେପରି କେହି ଶବକୁ କିଛି କରିବା ପାଇଁ ଜବରଦସ୍ତ କରି ପାରିନ୍ତି ନାହିଁ, ସେହିପରି ପାପର କୌଣସି ଶକ୍ତି ନାହିଁ, ଯାହା ଈଶ୍ବରଙ୍କୁ ଅପମାନ କରିବI ପାଇଁ ବିଶ୍ଵାସୀମାନଙ୍କୁ ଜବରଦସ୍ତ କରିବ I ଅନ୍ୟ ଏକ ଅନୁବାଦରେ: “ସତେ ଯେପରି ତୁମ୍ଭେମାନେ ପାପର ଶକ୍ତି ପ୍ରତି ମରି ଯାଇଥିଲ” (ଦେଖ:[[rc://*/ta/man/translate/figs-metaphor]])
# dead to sin, but alive to God
ପାପର ଶକ୍ତି ପ୍ରତି ମୃତ, କିନ୍ତୁ ଈଶ୍ବରଙ୍କ ସମ୍ମାନ କରିବା ପାଇଁ ଜୀବିତ
# alive to God in Christ Jesus
ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁଦେଇଥିବା ଶକ୍ତି ମାଧ୍ୟମରେ ଈଶ୍ବରଙ୍କ ସମ୍ମାନ କରିବାକୁ ଜୀବିତ ରହିବା