# In the same way, you also must consider ଏହି କାରଣ ପାଇଁ ଚିନ୍ତା କର # consider yourselves ତୁମ୍ଭେମାନେ ନିଜ ବିଷୟରେ ଭାବିଦେଖ ବା “ତୁମ୍ଭେମାନେ ନିଜ ନିଜକୁ ଦେଖ” # dead to sin ଯେପରି କେହି ଶବକୁ କିଛି କରିବା ପାଇଁ ଜବରଦସ୍ତ କରି ପାରିନ୍ତି ନାହିଁ, ସେହିପରି ପାପର କୌଣସି ଶକ୍ତି ନାହିଁ, ଯାହା ଈଶ୍ବରଙ୍କୁ ଅପମାନ କରିବI ପାଇଁ ବିଶ୍ଵାସୀମାନଙ୍କୁ ଜବରଦସ୍ତ କରିବ I ଅନ୍ୟ ଏକ ଅନୁବାଦରେ: “ସତେ ଯେପରି ତୁମ୍ଭେମାନେ ପାପର ଶକ୍ତି ପ୍ରତି ମରି ଯାଇଥିଲ” (ଦେଖ:[[rc://*/ta/man/translate/figs-metaphor]]) # dead to sin, but alive to God ପାପର ଶକ୍ତି ପ୍ରତି ମୃତ, କିନ୍ତୁ ଈଶ୍ବରଙ୍କ ସମ୍ମାନ କରିବା ପାଇଁ ଜୀବିତ # alive to God in Christ Jesus ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁଦେଇଥିବା ଶକ୍ତି ମାଧ୍ୟମରେ ଈଶ୍ବରଙ୍କ ସମ୍ମାନ କରିବାକୁ ଜୀବିତ ରହିବା