or_tn/rom/04/11.md

1.3 KiB

a seal of the righteousness of the faith that he had already possessed when he was in uncircumcision

ଏଠାରେ “ବିଶ୍ବାସର ଧାର୍ମିକତା” ଅର୍ଥ ପରମେଶ୍ବର ତାହାକୁ ଧାର୍ମିକ ବୋଲି ଗଣନା କଲେ I ଅନ୍ୟ ଏକ ଅନୁବାଦରେ: “ଏକ ଦୃଶ୍ୟମାନ ଚିହ୍ନ ଯେ ଈଶ୍ବର ତାହାଙ୍କୁ ଧାର୍ମିକ ବୋଲି ଗଣନା କଲେ, କାରଣ ସେ ସୁନ୍ନତ ହେବା ପୁର୍ବରୁ ଈଶ୍ବରଙ୍କୁ ବିଶ୍ବାସ କରିଥିଲେ” (ଦେଖ:rc://*/ta/man/translate/figs-explicit)

even if they are in uncircumcision

ଯଦ୍ୟପି ସେମାନେ ସୁନ୍ନତ ହୋଇ ନ ଥିଲେ

This means that righteousness will be counted for them

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହାର ଅର୍ଥ ଏହି ଯେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣନା କରିବେ” (ଦେଖ:rc://*/ta/man/translate/figs-activepassive)