# a seal of the righteousness of the faith that he had already possessed when he was in uncircumcision ଏଠାରେ “ବିଶ୍ବାସର ଧାର୍ମିକତା” ଅର୍ଥ ପରମେଶ୍ବର ତାହାକୁ ଧାର୍ମିକ ବୋଲି ଗଣନା କଲେ I ଅନ୍ୟ ଏକ ଅନୁବାଦରେ: “ଏକ ଦୃଶ୍ୟମାନ ଚିହ୍ନ ଯେ ଈଶ୍ବର ତାହାଙ୍କୁ ଧାର୍ମିକ ବୋଲି ଗଣନା କଲେ, କାରଣ ସେ ସୁନ୍ନତ ହେବା ପୁର୍ବରୁ ଈଶ୍ବରଙ୍କୁ ବିଶ୍ବାସ କରିଥିଲେ” (ଦେଖ:[[rc://*/ta/man/translate/figs-explicit]]) # even if they are in uncircumcision ଯଦ୍ୟପି ସେମାନେ ସୁନ୍ନତ ହୋଇ ନ ଥିଲେ # This means that righteousness will be counted for them ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହାର ଅର୍ଥ ଏହି ଯେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣନା କରିବେ” (ଦେଖ:[[rc://*/ta/man/translate/figs-activepassive]])