or_tn/rom/04/11.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# a seal of the righteousness of the faith that he had already possessed when he was in uncircumcision
ଏଠାରେ “ବିଶ୍ବାସର ଧାର୍ମିକତା” ଅର୍ଥ ପରମେଶ୍ବର ତାହାକୁ ଧାର୍ମିକ ବୋଲି ଗଣନା କଲେ I ଅନ୍ୟ ଏକ ଅନୁବାଦରେ: “ଏକ ଦୃଶ୍ୟମାନ ଚିହ୍ନ ଯେ ଈଶ୍ବର ତାହାଙ୍କୁ ଧାର୍ମିକ ବୋଲି ଗଣନା କଲେ, କାରଣ ସେ ସୁନ୍ନତ ହେବା ପୁର୍ବରୁ ଈଶ୍ବରଙ୍କୁ ବିଶ୍ବାସ କରିଥିଲେ” (ଦେଖ:[[rc://*/ta/man/translate/figs-explicit]])
# even if they are in uncircumcision
ଯଦ୍ୟପି ସେମାନେ ସୁନ୍ନତ ହୋଇ ନ ଥିଲେ
# This means that righteousness will be counted for them
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହାର ଅର୍ଥ ଏହି ଯେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣନା କରିବେ” (ଦେଖ:[[rc://*/ta/man/translate/figs-activepassive]])