or_tn/rom/02/09.md

20 lines
1.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# tribulation and distress on
“କ୍ଲେଶ” ଓ “ଯନ୍ତ୍ରଣା” ଶବ୍ଦଟିର ଅର୍ଥ ଗୋଟିଏ ଅର୍ଥକୁ ହିଁ ଏଠାରେ ପ୍ରକାଶ କରେ ଓ ପରମେଶ୍ବରଙ୍କ ଦଣ୍ଡ କେତେ ଭୟଙ୍କର ହେବ, ସେହି ବିଷୟକୁ ଗୁରୁତ୍ବ ଦେଉଅଛି। ଅନ୍ୟ ଏକ ଅନୁବାଦରେ: “ଭୟାବହ ଦଣ୍ଡ ଘଟିବ” (ଦେଖ:[[rc://*/ta/man/translate/figs-doublet]])
# on every human soul
ଏଠାରେ, ପାଉଲ “ଆତ୍ମା” ଶବ୍ଦଟିକୁ ଏକ ସଙ୍କେତ ସୂଚକ ବାକ୍ୟ ରୂପରେ ବ୍ୟବହାର କରନ୍ତି, ଯାହା ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣତାକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ବ୍ୟକ୍ତିଙ୍କ ଉପରେ” (ଦେଖ:[[rc://*/ta/man/translate/figs-synecdoche]])
# has practiced evil
ବାରମ୍ବାର ମନ୍ଦ କାର୍ଯ୍ୟ କରିଅଛନ୍ତି
# to the Jew first, and also to the Greek
ପରମେଶ୍ବର ପ୍ରଥମେ ଯିହୂଦୀମାନଙ୍କୁ ବିଚାର କରିବେ, ତାପରେ ବିଜାତିମାନଙ୍କୁ ବା ଅଣ ଯିହୂଦୀମାନଙ୍କୁ
# first
ସମ୍ଭାବିତ ଅର୍ଥଗୁଡିକ ହେଲା ୧)”ସମୟ କ୍ରମ ଅନୁସାରେ ପ୍ରଥମଟି” ଓ ) ସୁନିଶ୍ଚିତ ରୂପରେ”