or_tn/rom/02/09.md

1.6 KiB
Raw Permalink Blame History

tribulation and distress on

“କ୍ଲେଶ” ଓ “ଯନ୍ତ୍ରଣା” ଶବ୍ଦଟିର ଅର୍ଥ ଗୋଟିଏ ଅର୍ଥକୁ ହିଁ ଏଠାରେ ପ୍ରକାଶ କରେ ଓ ପରମେଶ୍ବରଙ୍କ ଦଣ୍ଡ କେତେ ଭୟଙ୍କର ହେବ, ସେହି ବିଷୟକୁ ଗୁରୁତ୍ବ ଦେଉଅଛି। ଅନ୍ୟ ଏକ ଅନୁବାଦରେ: “ଭୟାବହ ଦଣ୍ଡ ଘଟିବ” (ଦେଖ:rc://*/ta/man/translate/figs-doublet)

on every human soul

ଏଠାରେ, ପାଉଲ “ଆତ୍ମା” ଶବ୍ଦଟିକୁ ଏକ ସଙ୍କେତ ସୂଚକ ବାକ୍ୟ ରୂପରେ ବ୍ୟବହାର କରନ୍ତି, ଯାହା ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣତାକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ବ୍ୟକ୍ତିଙ୍କ ଉପରେ” (ଦେଖ:rc://*/ta/man/translate/figs-synecdoche)

has practiced evil

ବାରମ୍ବାର ମନ୍ଦ କାର୍ଯ୍ୟ କରିଅଛନ୍ତି

to the Jew first, and also to the Greek

ପରମେଶ୍ବର ପ୍ରଥମେ ଯିହୂଦୀମାନଙ୍କୁ ବିଚାର କରିବେ, ତାପରେ ବିଜାତିମାନଙ୍କୁ ବା ଅଣ ଯିହୂଦୀମାନଙ୍କୁ

first

ସମ୍ଭାବିତ ଅର୍ଥଗୁଡିକ ହେଲା ୧)”ସମୟ କ୍ରମ ଅନୁସାରେ ପ୍ରଥମଟି” ଓ ) ସୁନିଶ୍ଚିତ ରୂପରେ”