# tribulation and distress on “କ୍ଲେଶ” ଓ “ଯନ୍ତ୍ରଣା” ଶବ୍ଦଟିର ଅର୍ଥ ଗୋଟିଏ ଅର୍ଥକୁ ହିଁ ଏଠାରେ ପ୍ରକାଶ କରେ ଓ ପରମେଶ୍ବରଙ୍କ ଦଣ୍ଡ କେତେ ଭୟଙ୍କର ହେବ, ସେହି ବିଷୟକୁ ଗୁରୁତ୍ବ ଦେଉଅଛି। ଅନ୍ୟ ଏକ ଅନୁବାଦରେ: “ଭୟାବହ ଦଣ୍ଡ ଘଟିବ” (ଦେଖ:[[rc://*/ta/man/translate/figs-doublet]]) # on every human soul ଏଠାରେ, ପାଉଲ “ଆତ୍ମା” ଶବ୍ଦଟିକୁ ଏକ ସଙ୍କେତ ସୂଚକ ବାକ୍ୟ ରୂପରେ ବ୍ୟବହାର କରନ୍ତି, ଯାହା ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣତାକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ବ୍ୟକ୍ତିଙ୍କ ଉପରେ” (ଦେଖ:[[rc://*/ta/man/translate/figs-synecdoche]]) # has practiced evil ବାରମ୍ବାର ମନ୍ଦ କାର୍ଯ୍ୟ କରିଅଛନ୍ତି # to the Jew first, and also to the Greek ପରମେଶ୍ବର ପ୍ରଥମେ ଯିହୂଦୀମାନଙ୍କୁ ବିଚାର କରିବେ, ତାପରେ ବିଜାତିମାନଙ୍କୁ ବା ଅଣ ଯିହୂଦୀମାନଙ୍କୁ # first ସମ୍ଭାବିତ ଅର୍ଥଗୁଡିକ ହେଲା ୧)”ସମୟ କ୍ରମ ଅନୁସାରେ ପ୍ରଥମଟି” ଓ ୨) ସୁନିଶ୍ଚିତ ରୂପରେ”