or_tn/rom/01/13.md

20 lines
2.1 KiB
Markdown

# I do not want you to be uninformed
ସେ ଚାହୁଁଥିଲେ ଯେ ସେମାନେ ଏହି ସୂଚନାକୁ ଜାଣନ୍ତୁ, ଏହାକୁ ପାଉଲ ଗୁରୁତ୍ବ ଦେଉଛନ୍ତି l ତୁମ୍ଭେମାନେ ଏହି ନାକାରାତ୍ମକ ବାକ୍ୟକୁ ସାକରାତ୍ମକ ରୂପରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେଏହା ଜାଣ ବୋଲି ମୋର ଇଛା” (ଦେଖ:[[rc://*/ta/man/translate/figs-doublenegatives]])
# brothers
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ I ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଛନ୍ତି I .
# but I was hindered until now
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିଛି ବିଷୟ ମୋତେ ସବୁବେଳେ ପ୍ରତିବନ୍ଧକ କରୁଅଛି” (ଦେଖ:[[rc://*/ta/man/translate/figs-activepassive]])
# in order to have a harvest among you
“ଶସ୍ୟ କାଟିବା” ଶବ୍ଦଟି ଏକ ରୂପକ ଅଟେ, ଯାହା ରୋମରେ ଥିବା ଲୋକମାନଙ୍କୁ ନିଦର୍ଶନ କରୁଛି, ପାଉଲ ଯେଉଁମାନଙ୍କୁ ସୁସମାଚାରରେ ବିଶ୍ବାସ କରନ୍ତୁ ବୋଲି ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଅଧିକ ଲୋକ ଯୀଶୁଙ୍କଠାରେ ଭରସା କରିପାରିବେ” (ଦେଖ:[[rc://*/ta/man/translate/figs-metaphor]])
# the rest of the Gentiles
ଅନ୍ୟ ଅଞ୍ଚଳଗୁଡ଼ିକରେ ବିଜାତୀୟମାନେ ଥିଲେ ସେ ଯେଉଁଆଡେ ଯାଇଥିଲେ