or_tn/rom/01/13.md

2.1 KiB

I do not want you to be uninformed

ସେ ଚାହୁଁଥିଲେ ଯେ ସେମାନେ ଏହି ସୂଚନାକୁ ଜାଣନ୍ତୁ, ଏହାକୁ ପାଉଲ ଗୁରୁତ୍ବ ଦେଉଛନ୍ତି l ତୁମ୍ଭେମାନେ ଏହି ନାକାରାତ୍ମକ ବାକ୍ୟକୁ ସାକରାତ୍ମକ ରୂପରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେଏହା ଜାଣ ବୋଲି ମୋର ଇଛା” (ଦେଖ:rc://*/ta/man/translate/figs-doublenegatives)

brothers

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ I ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଛନ୍ତି I .

but I was hindered until now

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିଛି ବିଷୟ ମୋତେ ସବୁବେଳେ ପ୍ରତିବନ୍ଧକ କରୁଅଛି” (ଦେଖ:rc://*/ta/man/translate/figs-activepassive)

in order to have a harvest among you

“ଶସ୍ୟ କାଟିବା” ଶବ୍ଦଟି ଏକ ରୂପକ ଅଟେ, ଯାହା ରୋମରେ ଥିବା ଲୋକମାନଙ୍କୁ ନିଦର୍ଶନ କରୁଛି, ପାଉଲ ଯେଉଁମାନଙ୍କୁ ସୁସମାଚାରରେ ବିଶ୍ବାସ କରନ୍ତୁ ବୋଲି ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଅଧିକ ଲୋକ ଯୀଶୁଙ୍କଠାରେ ଭରସା କରିପାରିବେ” (ଦେଖ:rc://*/ta/man/translate/figs-metaphor)

the rest of the Gentiles

ଅନ୍ୟ ଅଞ୍ଚଳଗୁଡ଼ିକରେ ବିଜାତୀୟମାନେ ଥିଲେ ସେ ଯେଉଁଆଡେ ଯାଇଥିଲେ