# I do not want you to be uninformed ସେ ଚାହୁଁଥିଲେ ଯେ ସେମାନେ ଏହି ସୂଚନାକୁ ଜାଣନ୍ତୁ, ଏହାକୁ ପାଉଲ ଗୁରୁତ୍ବ ଦେଉଛନ୍ତି l ତୁମ୍ଭେମାନେ ଏହି ନାକାରାତ୍ମକ ବାକ୍ୟକୁ ସାକରାତ୍ମକ ରୂପରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେଏହା ଜାଣ ବୋଲି ମୋର ଇଛା” (ଦେଖ:[[rc://*/ta/man/translate/figs-doublenegatives]]) # brothers ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ I ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଛନ୍ତି I . # but I was hindered until now ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିଛି ବିଷୟ ମୋତେ ସବୁବେଳେ ପ୍ରତିବନ୍ଧକ କରୁଅଛି” (ଦେଖ:[[rc://*/ta/man/translate/figs-activepassive]]) # in order to have a harvest among you “ଶସ୍ୟ କାଟିବା” ଶବ୍ଦଟି ଏକ ରୂପକ ଅଟେ, ଯାହା ରୋମରେ ଥିବା ଲୋକମାନଙ୍କୁ ନିଦର୍ଶନ କରୁଛି, ପାଉଲ ଯେଉଁମାନଙ୍କୁ ସୁସମାଚାରରେ ବିଶ୍ବାସ କରନ୍ତୁ ବୋଲି ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଅଧିକ ଲୋକ ଯୀଶୁଙ୍କଠାରେ ଭରସା କରିପାରିବେ” (ଦେଖ:[[rc://*/ta/man/translate/figs-metaphor]]) # the rest of the Gentiles ଅନ୍ୟ ଅଞ୍ଚଳଗୁଡ଼ିକରେ ବିଜାତୀୟମାନେ ଥିଲେ ସେ ଯେଉଁଆଡେ ଯାଇଥିଲେ