or_tn/rom/01/11.md

1001 B

Connecting Statement:

ପାଉଲ ରୋମରେ ଥିବା ଲୋକମାନଙ୍କୁ ଆରମ୍ଭ ପଦରୁ ହିଁ କହି ଆସୁଛନ୍ତି ଯେ ସେମାନଙ୍କୁ ବନ୍ଦୀଗୃହରେ ଦେଖିବା ପାଇଁ ତାହାଙ୍କ ଇଛା ରହିଛି।

For I desire to see you

କାରଣ ମୁଁ ବାସ୍ତବରେ ତୁମ୍ଭମାନଙ୍କୁ ଦେଖିବାକୁ ଚାହୁଁଅଛି

some spiritual gift, in order to strengthen you

ପାଉଲ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଆତ୍ମିକ ରୂପରେ ଦୃଢ କରିବାକୁ ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “କେତେକ ଦାନଗୁଡ଼ିକ ତୁମ୍ଭମାନଙ୍କୁ ଆତ୍ମିକ ରୂପରେ ବଢିବା ପାଇଁ ସାହାଯ୍ୟ କରିବ” (ଦେଖ:rc://*/ta/man/translate/figs-explicit)