or_tn/rom/01/11.md

12 lines
1001 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ରୋମରେ ଥିବା ଲୋକମାନଙ୍କୁ ଆରମ୍ଭ ପଦରୁ ହିଁ କହି ଆସୁଛନ୍ତି ଯେ ସେମାନଙ୍କୁ ବନ୍ଦୀଗୃହରେ ଦେଖିବା ପାଇଁ ତାହାଙ୍କ ଇଛା ରହିଛି।
# For I desire to see you
କାରଣ ମୁଁ ବାସ୍ତବରେ ତୁମ୍ଭମାନଙ୍କୁ ଦେଖିବାକୁ ଚାହୁଁଅଛି
# some spiritual gift, in order to strengthen you
ପାଉଲ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଆତ୍ମିକ ରୂପରେ ଦୃଢ କରିବାକୁ ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “କେତେକ ଦାନଗୁଡ଼ିକ ତୁମ୍ଭମାନଙ୍କୁ ଆତ୍ମିକ ରୂପରେ ବଢିବା ପାଇଁ ସାହାଯ୍ୟ କରିବ” (ଦେଖ:[[rc://*/ta/man/translate/figs-explicit]])