# Connecting Statement: ପାଉଲ ରୋମରେ ଥିବା ଲୋକମାନଙ୍କୁ ଆରମ୍ଭ ପଦରୁ ହିଁ କହି ଆସୁଛନ୍ତି ଯେ ସେମାନଙ୍କୁ ବନ୍ଦୀଗୃହରେ ଦେଖିବା ପାଇଁ ତାହାଙ୍କ ଇଛା ରହିଛି। # For I desire to see you କାରଣ ମୁଁ ବାସ୍ତବରେ ତୁମ୍ଭମାନଙ୍କୁ ଦେଖିବାକୁ ଚାହୁଁଅଛି # some spiritual gift, in order to strengthen you ପାଉଲ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଆତ୍ମିକ ରୂପରେ ଦୃଢ କରିବାକୁ ଚାହୁଁଛନ୍ତି। ଅନ୍ୟ ଏକ ଅନୁବାଦରେ: “କେତେକ ଦାନଗୁଡ଼ିକ ତୁମ୍ଭମାନଙ୍କୁ ଆତ୍ମିକ ରୂପରେ ବଢିବା ପାଇଁ ସାହାଯ୍ୟ କରିବ” (ଦେଖ:[[rc://*/ta/man/translate/figs-explicit]])