or_tn/rom/01/09.md

1.4 KiB

For God is my witness

ପାଉଲ କହନ୍ତି ଯେ ସେ ଏକାଗ୍ରଭାବରେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି ଓ ଈଶ୍ବର ତାହାଙ୍କୁ ପ୍ରାର୍ଥନା କରୁଥିବାର ଦେଖିଅଛନ୍ତି। “ପାଇଁ” ଶବ୍ଦଟି ଅନେକ ସମୟରେ ଅନୁବାଦ କରାଯାଇ ନ ଥାଏ।

in my spirit

ଜଣେ ବ୍ୟକ୍ତିର ଆତ୍ମା ତାହାର ଶରୀରର ଏକ ଅଂଶ ଅଟେ, ଯାହା ଈଶ୍ବରଙ୍କୁ ଜାଣିପାରିବ ଓ ତାହାଙ୍କଠାରେ ବିଶ୍ବାସ କରିପାରିବ ।

the gospel of his Son

ବାଇବଲର ଶୁଭ ସମ୍ବାଦ (ସୁସମାଚାର) ଏହା ଅଟେ ଯେ ଜଗତର ପରିତ୍ରାଣ ସ୍ବରୂପେ ପରମେଶ୍ବଙ୍କ ପୁତ୍ର ନିଜକୁ ଦେଇଅଛନ୍ତି ବା ବଳିକୃତ କରିଅଛନ୍ତି।

Son

ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:rc://*/ta/man/translate/guidelines-sonofgodprinciples)

I make mention of you

ମୁଁ ତୁମ୍ଭମାନଙ୍କ ବିଷୟରେ ଈଶ୍ବରଙ୍କୁଜଣାଏ