# For God is my witness ପାଉଲ କହନ୍ତି ଯେ ସେ ଏକାଗ୍ରଭାବରେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି ଓ ଈଶ୍ବର ତାହାଙ୍କୁ ପ୍ରାର୍ଥନା କରୁଥିବାର ଦେଖିଅଛନ୍ତି। “ପାଇଁ” ଶବ୍ଦଟି ଅନେକ ସମୟରେ ଅନୁବାଦ କରାଯାଇ ନ ଥାଏ। # in my spirit ଜଣେ ବ୍ୟକ୍ତିର ଆତ୍ମା ତାହାର ଶରୀରର ଏକ ଅଂଶ ଅଟେ, ଯାହା ଈଶ୍ବରଙ୍କୁ ଜାଣିପାରିବ ଓ ତାହାଙ୍କଠାରେ ବିଶ୍ବାସ କରିପାରିବ । # the gospel of his Son ବାଇବଲର ଶୁଭ ସମ୍ବାଦ (ସୁସମାଚାର) ଏହା ଅଟେ ଯେ ଜଗତର ପରିତ୍ରାଣ ସ୍ବରୂପେ ପରମେଶ୍ବଙ୍କ ପୁତ୍ର ନିଜକୁ ଦେଇଅଛନ୍ତି ବା ବଳିକୃତ କରିଅଛନ୍ତି। # Son ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]]) # I make mention of you ମୁଁ ତୁମ୍ଭମାନଙ୍କ ବିଷୟରେ ଈଶ୍ବରଙ୍କୁଜଣାଏ