or_tn/rom/01/09.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# For God is my witness
ପାଉଲ କହନ୍ତି ଯେ ସେ ଏକାଗ୍ରଭାବରେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି ଓ ଈଶ୍ବର ତାହାଙ୍କୁ ପ୍ରାର୍ଥନା କରୁଥିବାର ଦେଖିଅଛନ୍ତି। “ପାଇଁ” ଶବ୍ଦଟି ଅନେକ ସମୟରେ ଅନୁବାଦ କରାଯାଇ ନ ଥାଏ।
# in my spirit
ଜଣେ ବ୍ୟକ୍ତିର ଆତ୍ମା ତାହାର ଶରୀରର ଏକ ଅଂଶ ଅଟେ, ଯାହା ଈଶ୍ବରଙ୍କୁ ଜାଣିପାରିବ ଓ ତାହାଙ୍କଠାରେ ବିଶ୍ବାସ କରିପାରିବ ।
# the gospel of his Son
ବାଇବଲର ଶୁଭ ସମ୍ବାଦ (ସୁସମାଚାର) ଏହା ଅଟେ ଯେ ଜଗତର ପରିତ୍ରାଣ ସ୍ବରୂପେ ପରମେଶ୍ବଙ୍କ ପୁତ୍ର ନିଜକୁ ଦେଇଅଛନ୍ତି ବା ବଳିକୃତ କରିଅଛନ୍ତି।
# Son
ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]])
# I make mention of you
ମୁଁ ତୁମ୍ଭମାନଙ୍କ ବିଷୟରେ ଈଶ୍ବରଙ୍କୁଜଣାଏ