or_tn/rev/22/18.md

1.4 KiB
Raw Permalink Blame History

General Information:

ଯୋହନ ପ୍ରକାଶିତ ବାକ୍ୟ ପୁସ୍ତକ ବିଷୟରେ ଆପଣାର ଶେଷ ଟିପ୍ପଣୀ ଦେଉଛନ୍ତି I

I testify

ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I

the words of the prophecy of this book

ଏଠାରେ “ବାକ୍ୟ” ସେମାନେ ପ୍ରସ୍ତୁତ କରିଥିବା ବାର୍ତ୍ତାକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଏହି ପୁସ୍ତକର ଭାବବାଣୀ” (ଦେଖ: rc://*/ta/man/translate/figs-metonymy)

If anyone adds to them ... God will add

ଏହି ଭାବବାଣୀ ବିଷୟରେ କୌଣସି ପରିବର୍ତ୍ତନ ନକରିବାକୁ ଏହା ଏକ ଦୃଢ଼ ସତର୍କବାଣୀ ଅଟେ I

that are written about in this book

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ବିଷୟରେ ଆମ୍ଭେ ଏହି ପୁସ୍ତକରେ ଲେଖିଅଛୁ” (ଦେଖ: rc://*/ta/man/translate/figs-activepassive)