or_tn/rev/22/07.md

721 B

Look!

ଏଠାରେ ଯୀଶୁ କହିବାକୁ ଆରମ୍ଭ କରୁଛନ୍ତି I “ଦେଖ” ଶବ୍ଦ ଆଗାମୀ ବିଷୟର ଗୁରୁତ୍ବ ଦେଉଅଛି I

I am coming soon!

ଏହା ବୁଝାଯାଏ ଯେ ସେ ବିଚାର କରିବା ନିମନ୍ତେ ଆସୁ ଅଛନ୍ତି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୩:୧୧ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ବିଚାର କରିବାକୁ ଶୀଘ୍ର ଆସୁଅଛୁ!” (ଦେଖ: rc://*/ta/man/translate/figs-explicit)