or_tn/rev/22/07.md

8 lines
721 B
Markdown
Raw Permalink Normal View History

2020-11-19 00:15:53 +00:00
# Look!
ଏଠାରେ ଯୀଶୁ କହିବାକୁ ଆରମ୍ଭ କରୁଛନ୍ତି I “ଦେଖ” ଶବ୍ଦ ଆଗାମୀ ବିଷୟର ଗୁରୁତ୍ବ ଦେଉଅଛି I
# I am coming soon!
ଏହା ବୁଝାଯାଏ ଯେ ସେ ବିଚାର କରିବା ନିମନ୍ତେ ଆସୁ ଅଛନ୍ତି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୩:୧୧](../03/11.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ବିଚାର କରିବାକୁ ଶୀଘ୍ର ଆସୁଅଛୁ!” (ଦେଖ: [[rc://*/ta/man/translate/figs-explicit]])