or_tn/rev/03/11.md

1.4 KiB
Raw Permalink Blame History

I am coming soon

ଏହା ବୁଝି ହେଉଛି ଯେ ସେ ବିଚାର କରିବାକୁ ଆସୁଛନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଶୀଘ୍ର ବିଚାର କରିବାକୁ ଆସୁଅଛୁ” (ଦେଖ: rc://*/ta/man/translate/figs-explicit)

Hold to what you have

ଖ୍ରୀଷ୍ଟଙ୍କଠାରେ ଦୃଢ଼ ବିଶ୍ବାସକରି ଲାଗି ରହିବା ବିଷୟରେ କୁହାଯାଏ ଯେପରି କୌଣସି ବିଷୟକୁ ଦୃଢ଼ଭାବରେ ଧରି ରଖିବା I ଅନ୍ୟଏକ ଅନୁବାଦରେ: “ଦୃଢ଼ ବିଶ୍ବାସରେ ଲାଗିରୁହ” (ଦେଖ: rc://*/ta/man/translate/figs-metaphor)

crown

ଗୋଟିଏ ମୁକୁଟ ହେଉଛି ଏକ ମାଳ, ମୂଳତଃ ଜୀତ ବୃକ୍ଷର ଡାଳ କିମ୍ବା ସଦାସବୁଜ ଲରେଲ୍ ପତ୍ରର ଏକ ମାଳ, ଯାହା ବିଜୟୀ କ୍ରୀଡାବିତ୍ ମାନଙ୍କ ମସ୍ତକରେ ଦିଆ ଯାଉଥିଲା I ଏଠାରେ “ମୁକୁଟ” ପୁରସ୍କାରକୁ ବୁଝାଏ I ଦେଖ ତୁମେ “ମୁକୁଟ”କୁ କିପରି ପ୍ରକାଶିତ ବାକ୍ୟ :୧୦ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)