or_tn/rev/03/11.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# I am coming soon
ଏହା ବୁଝି ହେଉଛି ଯେ ସେ ବିଚାର କରିବାକୁ ଆସୁଛନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଶୀଘ୍ର ବିଚାର କରିବାକୁ ଆସୁଅଛୁ” (ଦେଖ: [[rc://*/ta/man/translate/figs-explicit]])
# Hold to what you have
ଖ୍ରୀଷ୍ଟଙ୍କଠାରେ ଦୃଢ଼ ବିଶ୍ବାସକରି ଲାଗି ରହିବା ବିଷୟରେ କୁହାଯାଏ ଯେପରି କୌଣସି ବିଷୟକୁ ଦୃଢ଼ଭାବରେ ଧରି ରଖିବା I ଅନ୍ୟଏକ ଅନୁବାଦରେ: “ଦୃଢ଼ ବିଶ୍ବାସରେ ଲାଗିରୁହ” (ଦେଖ: [[rc://*/ta/man/translate/figs-metaphor]])
# crown
ଗୋଟିଏ ମୁକୁଟ ହେଉଛି ଏକ ମାଳ, ମୂଳତଃ ଜୀତ ବୃକ୍ଷର ଡାଳ କିମ୍ବା ସଦାସବୁଜ ଲରେଲ୍ ପତ୍ରର ଏକ ମାଳ, ଯାହା ବିଜୟୀ କ୍ରୀଡାବିତ୍ ମାନଙ୍କ ମସ୍ତକରେ ଦିଆ ଯାଉଥିଲା I ଏଠାରେ “ମୁକୁଟ” ପୁରସ୍କାରକୁ ବୁଝାଏ I ଦେଖ ତୁମେ “ମୁକୁଟ”କୁ କିପରି [ପ୍ରକାଶିତ ବାକ୍ୟ :୧୦](../02/10.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-metaphor]])