# General Information: ଯୋହନ ପ୍ରକାଶିତ ବାକ୍ୟ ପୁସ୍ତକ ବିଷୟରେ ଆପଣାର ଶେଷ ଟିପ୍ପଣୀ ଦେଉଛନ୍ତି I # I testify ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I # the words of the prophecy of this book ଏଠାରେ “ବାକ୍ୟ” ସେମାନେ ପ୍ରସ୍ତୁତ କରିଥିବା ବାର୍ତ୍ତାକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୨୨:୭](../22/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଏହି ପୁସ୍ତକର ଭାବବାଣୀ” (ଦେଖ: [[rc://*/ta/man/translate/figs-metonymy]]) # If anyone adds to them ... God will add ଏହି ଭାବବାଣୀ ବିଷୟରେ କୌଣସି ପରିବର୍ତ୍ତନ ନକରିବାକୁ ଏହା ଏକ ଦୃଢ଼ ସତର୍କବାଣୀ ଅଟେ I # that are written about in this book ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ବିଷୟରେ ଆମ୍ଭେ ଏହି ପୁସ୍ତକରେ ଲେଖିଅଛୁ” (ଦେଖ: [[rc://*/ta/man/translate/figs-activepassive]])