or_tn/rev/22/10.md

1.3 KiB
Raw Permalink Blame History

Connecting Statement:

ଦୂତ ଜଣକ ଯୋହନଙ୍କୁ କହିବା ଶେଷ କରୁଛନ୍ତି I

Do not seal up ... this book

ଗୋଟିଏ ପୁସ୍ତକକୁ ମୁଦ୍ରାଙ୍କ କରିବା ଅର୍ଥ ଯେ ଏହାକୁ କିଛି ବସ୍ତୁ ମଧ୍ୟଦେଇ ବନ୍ଦ କରିବା ଯଦ୍ଦ୍ବାରା କୌଣସି ବ୍ୟକ୍ତି ନିମନ୍ତେ ଭିତରେ କଅଣ ଅଛି, ମୁଦ୍ରାଙ୍କ ନଭାଙ୍ଗି ତାହା ପଢ଼ିବା ଅସମ୍ଭବ ହେବ I ଅନ୍ୟଏକ ଅନୁବାଦରେ: “ଏହି ପୁସ୍ତକକୁ ...ଗୋପନରେ ରଖ ନାହିଁ”(ଦେଖ: rc://*/ta/man/translate/figs-explicit)

the words of the prophecy of this book

ଏଠାରେ “ବାକ୍ୟ” ସେମାନେ ପ୍ରସ୍ତୁତ କରିଥିବା ବାର୍ତ୍ତାକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଏହି ପୁସ୍ତକର ଭାବବାଣୀ” (ଦେଖ: rc://*/ta/man/translate/figs-metonymy)