or_tn/rev/22/10.md

12 lines
1.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Connecting Statement:
ଦୂତ ଜଣକ ଯୋହନଙ୍କୁ କହିବା ଶେଷ କରୁଛନ୍ତି I
# Do not seal up ... this book
ଗୋଟିଏ ପୁସ୍ତକକୁ ମୁଦ୍ରାଙ୍କ କରିବା ଅର୍ଥ ଯେ ଏହାକୁ କିଛି ବସ୍ତୁ ମଧ୍ୟଦେଇ ବନ୍ଦ କରିବା ଯଦ୍ଦ୍ବାରା କୌଣସି ବ୍ୟକ୍ତି ନିମନ୍ତେ ଭିତରେ କଅଣ ଅଛି, ମୁଦ୍ରାଙ୍କ ନଭାଙ୍ଗି ତାହା ପଢ଼ିବା ଅସମ୍ଭବ ହେବ I ଅନ୍ୟଏକ ଅନୁବାଦରେ: “ଏହି ପୁସ୍ତକକୁ ...ଗୋପନରେ ରଖ ନାହିଁ”(ଦେଖ: [[rc://*/ta/man/translate/figs-explicit]])
# the words of the prophecy of this book
ଏଠାରେ “ବାକ୍ୟ” ସେମାନେ ପ୍ରସ୍ତୁତ କରିଥିବା ବାର୍ତ୍ତାକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ :୭](../22/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଏହି ପୁସ୍ତକର ଭାବବାଣୀ” (ଦେଖ: [[rc://*/ta/man/translate/figs-metonymy]])