or_tn/rev/20/10.md

1.8 KiB
Raw Permalink Blame History

The devil, who deceived them, was thrown into

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ଈଶ୍ବର ତାହାକୁ ନିକ୍ଷେପ କଲେ” କିମ୍ବା “ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ଈଶ୍ବରଙ୍କ ଦୂତ ତାହାକୁ ନିକ୍ଷେପ କଲେ”(ଦେଖ:rc://*/ta/man/translate/figs-activepassive)

lake of burning sulfur

ଗନ୍ଧକ ପ୍ରଜ୍ବଳିତ ଅଗ୍ନିମୟ ହ୍ରଦ କିମ୍ବା “ଅଗ୍ନିରେ ପୂର୍ଣ୍ଣ ଏକ ସ୍ଥାନ ଯାହା ଗନ୍ଧକକୁ ପ୍ରଜ୍ବଳନ କରୁଥାଏ I” ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୯:ରେ ଅନୁବାଦ କରିଅଛ I

where the beast and the false prophet had been thrown

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ସେ ପଶୁ ଓ ଭଣ୍ଡ ଭାବବାଦୀମାନଙ୍କୁ ମଧ୍ୟ ନିକ୍ଷେପ କରିଅଛନ୍ତି I (ଦେଖ:rc://*/ta/man/translate/figs-activepassive)

They will be tormented

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଯନ୍ତ୍ରଣା ଦେବେ” (ଦେଖ:rc://*/ta/man/translate/figs-activepassive)