or_tn/rev/20/10.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# The devil, who deceived them, was thrown into
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ଈଶ୍ବର ତାହାକୁ ନିକ୍ଷେପ କଲେ” କିମ୍ବା “ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ଈଶ୍ବରଙ୍କ ଦୂତ ତାହାକୁ ନିକ୍ଷେପ କଲେ”(ଦେଖ:[[rc://*/ta/man/translate/figs-activepassive]])
# lake of burning sulfur
ଗନ୍ଧକ ପ୍ରଜ୍ବଳିତ ଅଗ୍ନିମୟ ହ୍ରଦ କିମ୍ବା “ଅଗ୍ନିରେ ପୂର୍ଣ୍ଣ ଏକ ସ୍ଥାନ ଯାହା ଗନ୍ଧକକୁ ପ୍ରଜ୍ବଳନ କରୁଥାଏ I” ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୯:](../19/20.md)ରେ ଅନୁବାଦ କରିଅଛ I
# where the beast and the false prophet had been thrown
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ସେ ପଶୁ ଓ ଭଣ୍ଡ ଭାବବାଦୀମାନଙ୍କୁ ମଧ୍ୟ ନିକ୍ଷେପ କରିଅଛନ୍ତି I (ଦେଖ:[[rc://*/ta/man/translate/figs-activepassive]])
# They will be tormented
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଯନ୍ତ୍ରଣା ଦେବେ” (ଦେଖ:[[rc://*/ta/man/translate/figs-activepassive]])