or_tn/rev/20/09.md

615 B

They went

ଶୟତାନର ସୈନ୍ୟବାହିନୀ ଗଲେ

the beloved city

ଏହା ଯିରୂଶାଲମକୁ ବୁଝାଏ I

fire came down from heaven and devoured them

ଏଠାରେ ଯୋହନ ଅଗ୍ନି ବିଷୟରେ କହୁଛନ୍ତି ଯେପରି ଏହା ଜୀବିତ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଦଗ୍ଧ କରିବା ନିମନ୍ତେ ଈଶ୍ବର ସ୍ବର୍ଗରୁ ଅଗ୍ନି ପ୍ରେରଣ କଲେ” (ଦେଖ:rc://*/ta/man/translate/figs-personification)