# They went ଶୟତାନର ସୈନ୍ୟବାହିନୀ ଗଲେ # the beloved city ଏହା ଯିରୂଶାଲମକୁ ବୁଝାଏ I # fire came down from heaven and devoured them ଏଠାରେ ଯୋହନ ଅଗ୍ନି ବିଷୟରେ କହୁଛନ୍ତି ଯେପରି ଏହା ଜୀବିତ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଦଗ୍ଧ କରିବା ନିମନ୍ତେ ଈଶ୍ବର ସ୍ବର୍ଗରୁ ଅଗ୍ନି ପ୍ରେରଣ କଲେ” (ଦେଖ:[[rc://*/ta/man/translate/figs-personification]])