or_tn/rev/20/09.md

12 lines
615 B
Markdown
Raw Permalink Normal View History

2020-11-19 00:15:53 +00:00
# They went
ଶୟତାନର ସୈନ୍ୟବାହିନୀ ଗଲେ
# the beloved city
ଏହା ଯିରୂଶାଲମକୁ ବୁଝାଏ I
# fire came down from heaven and devoured them
ଏଠାରେ ଯୋହନ ଅଗ୍ନି ବିଷୟରେ କହୁଛନ୍ତି ଯେପରି ଏହା ଜୀବିତ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଦଗ୍ଧ କରିବା ନିମନ୍ତେ ଈଶ୍ବର ସ୍ବର୍ଗରୁ ଅଗ୍ନି ପ୍ରେରଣ କଲେ” (ଦେଖ:[[rc://*/ta/man/translate/figs-personification]])