or_tn/rev/20/01.md

1.0 KiB
Raw Permalink Blame History

General Information:

ଯୋହନ ଜଣେ ଦୂତ ଶୟତାନକୁ ପାତାଳକୁଣ୍ଡରେ ନିକ୍ଷେପ କରିବାର ଏକ ଦର୍ଶନକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

Then I saw

ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I

bottomless pit

ଏହା ଏକ ଅତି ଗଭୀର ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତକାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ) ଗର୍ତ୍ତ ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ, ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୯:୧ରେ ଅନୁବାଦ କରିଅଛ I