or_tn/rev/09/01.md

1.6 KiB
Raw Permalink Blame History

Connecting Statement:

ସପ୍ତଦୂତମାନଙ୍କ ମଧ୍ୟରୁ ପଞ୍ଚମ ଦୂତ ଆପଣା ତୂରୀଧ୍ବନି ଆରମ୍ଭ କରୁଛନ୍ତି I

I saw a star from heaven that had fallen

ଯୋହନ ଏହା ପତିତ ହେଲା ପରେ ନକ୍ଷତ୍ରକୁ ଦେଖିଲେ I ସେ ଏହା ପତିତ ହେଉଥିବାର ଦେଖି ନଥିଲେ I

the key to the shaft of the bottomless pit

ପାତାଳକୁଣ୍ଡର ଦ୍ବାର ବା ଘୋଡ଼ଣୀକୁ ଫିଟାଇବାର ଚାବି

the shaft of the bottomless pit

ସମ୍ଭାବିତ ଅର୍ଥ ଗୁଡିକ ୧) କୁଣ୍ଡକୁ ଅନ୍ୟ ଭାବରେ “ସଂକୀର୍ଣ୍ଣ ମୁହଁ ଥିବା ଦ୍ବାର” ସଦୃଶ କୁହାଯାଏ ଓ ସଂକୀର୍ଣ୍ଣ ଏବଂ ଦୀର୍ଘ ସଦୃଶ ବର୍ଣ୍ଣନା କରାଯାଏ କିମ୍ବା ) “ସଂକୀର୍ଣ୍ଣ ମୁହଁ ଥିବା ଦ୍ବାର” କୁଣ୍ଡର ଘୋଡ଼ଣୀକୁ ବୁଝାଏ I

the bottomless pit

ଏହା ଏକ ଅତି ଗଭୀର ଓ ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ନିମ୍ନଗାମୀ ହେଉଥିବା କିମ୍ବା ) ଗର୍ତ୍ତଟି ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I