# Connecting Statement: ସପ୍ତଦୂତମାନଙ୍କ ମଧ୍ୟରୁ ପଞ୍ଚମ ଦୂତ ଆପଣା ତୂରୀଧ୍ବନି ଆରମ୍ଭ କରୁଛନ୍ତି I # I saw a star from heaven that had fallen ଯୋହନ ଏହା ପତିତ ହେଲା ପରେ ନକ୍ଷତ୍ରକୁ ଦେଖିଲେ I ସେ ଏହା ପତିତ ହେଉଥିବାର ଦେଖି ନଥିଲେ I # the key to the shaft of the bottomless pit ପାତାଳକୁଣ୍ଡର ଦ୍ବାର ବା ଘୋଡ଼ଣୀକୁ ଫିଟାଇବାର ଚାବି # the shaft of the bottomless pit ସମ୍ଭାବିତ ଅର୍ଥ ଗୁଡିକ ୧) କୁଣ୍ଡକୁ ଅନ୍ୟ ଭାବରେ “ସଂକୀର୍ଣ୍ଣ ମୁହଁ ଥିବା ଦ୍ବାର” ସଦୃଶ କୁହାଯାଏ ଓ ସଂକୀର୍ଣ୍ଣ ଏବଂ ଦୀର୍ଘ ସଦୃଶ ବର୍ଣ୍ଣନା କରାଯାଏ କିମ୍ବା ୨) “ସଂକୀର୍ଣ୍ଣ ମୁହଁ ଥିବା ଦ୍ବାର” କୁଣ୍ଡର ଘୋଡ଼ଣୀକୁ ବୁଝାଏ I # the bottomless pit ଏହା ଏକ ଅତି ଗଭୀର ଓ ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ନିମ୍ନଗାମୀ ହେଉଥିବା କିମ୍ବା ୨) ଗର୍ତ୍ତଟି ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I