or_tn/rev/20/01.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୋହନ ଜଣେ ଦୂତ ଶୟତାନକୁ ପାତାଳକୁଣ୍ଡରେ ନିକ୍ଷେପ କରିବାର ଏକ ଦର୍ଶନକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
# Then I saw
ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I
# bottomless pit
ଏହା ଏକ ଅତି ଗଭୀର ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତକାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ) ଗର୍ତ୍ତ ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ, ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୯:୧](../09/01.md)ରେ ଅନୁବାଦ କରିଅଛ I